କେବେ ସୁଧୁରିବ ବିଏମ୍‌ସି ପାର୍କିଂ ବ୍ୟବସ୍ଥା?

ଭୁବନେଶ୍ବର: ଦେଶର ଅନ୍ୟତମ ସ୍ମାର୍ଟ ସିଟି ଭାବେ ରାଜଧାନୀ ଭୁବନେଶ୍ବର ଜଣାଶୁଣା ହୋଇଗଲାଣି। କିନ୍ତୁ ପରିତାପର କଥା ପାର୍କିଂ ବ୍ୟବସ୍ଥାରେ ସୁଧାର ଆସିପାରିଲାନାହିଁ। ରାଜଧାନୀ ଭଳି ସହରରେ ଲୋକଙ୍କୁ ଏହି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ମିଳିପାରିଲାନାହିଁ। ବେଆଇନ ପାର୍କିଂ ଫି’ ଆଦାୟ କରି ଲୋକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ଦୀର୍ଘ ଦିନ ଧରି ହୋଇଆସୁଛି। ମେଳା ବା ଯାତ୍ରା ପଡ଼ିଆ ଭଳି ଯିଏ ‌ଯେଉଁଠି ପାରିଲା, ସେଠି ପାର୍କିଂ … Continue reading କେବେ ସୁଧୁରିବ ବିଏମ୍‌ସି ପାର୍କିଂ ବ୍ୟବସ୍ଥା?